ମୁନୁଷ୍ ଜୀଵନ୍ . . .

ମୁନୁଷ ଜୀବନ
______________
ମୁନୁଷ ଜୀବନ ବଢେ କଲବଲ
ଛୁଆ ବୁଢ଼ା ବେଲେ ଜନା ପଡସି
ଯୁବା ବଏସେ ମଲ୍ଲି ଫୁଲ ଫୁଲ ବାସସି
ରାଏତ ଦିନ ଗୁଟେ କରି ସବକର ଲାଗି ଖଟସି
ବୁଢ଼ା ହେଇଗଲେ ଖଟ ଧରିକି ମେଢ଼ିଶାଲେ ଶୁଇସି ।
ବୁଢ଼ା ବେଲେ ଜର ଋଗ୍ ଖାନ୍ସି ବିମାର ଧରସନ
ଆମର ଆଡେ ଇ ରୁଗକେ ଭାଇ ବୁଢ଼ାରୁଗ ବଲସନ ।
ସବୁ ପିଲାକେ କରୁଛେ ନିବେଦନ ରଖବ୍ ମୋର କଥା
ବୁଢ଼ା ବୁଆ ମା କି ଦାଦାକେ ନାନିକେ ନି ଦେବ ହେନତା ବ୍ୟଥା।

                                       ଅଭିନବ ପଟ୍ଟନାୟକ ବୌଦ୍ଧ

Comments

Popular posts from this blog

ମୋ ଗାଆଁ ନଈ

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର