ବାସ୍ତବବାଦୀ
ବାସ୍ତବବାଦୀ: ସୁଶାନ୍ତ ସାନବଡ, ଓଡ଼ଗାଁ
***************
ଯିଏ ନିଜ ଭିତରେ ନିଜ ଭୁଲ ଦେଖୀ ପାରିନଥାଏ।
ସେ ଅନ୍ୟର ଭୁଲ ଛଡା ଆଉ କିଛି ଦେଖା ପାରେ ନାହିଁ।
ଭଲ ପାଇବା ,
ବିଶ୍ୱାସ,
ବନ୍ଧୁତା,
ସମ୍ପକ ସମସ୍ତଙ୍କ ଉପରେ ରଖ କିନ୍ତୁ ଭରସା କେବଳ ମହାଦେବ ଆଉ ନିଜ ଉପରେ ରଖ ।
ଦେଖିବ ଦୁନିଆ ସୁନ୍ଦର ଲାଗିବା ସହ ବହୁତ ଖୁସିରେ ରହିବା।
କାରଣ ସମୟ ....ସହ .... ବଦଳି ଯାଇଥାନ୍ତି ସେମାନେ ଯେଉଁମାନେ ତୁମକୁ ନିଜର ଲାଗନ୍ତି । ଦୁଃଖ ସେଇଠି ନ ଥାଏ କିଏ ବଦଳି ଗଲେ ।ଦୁଃଖ ତ ଏତିକି ବଦଳିବା ଲୋକ ସବୁବେଳେ ଦୋଷ ଅନ୍ୟକୁ ଦେଇ ନିଜ ଦୋଷ କୁ ଘୋଡାଇ ଥାଆନ୍ତି।
Comments
Post a Comment