ଗୋଲାପ ଫୁଲ. . . .

ଗୋଲାପ ଫୁଲର ପ୍ରତି ପାଖୁଡାରେ .....
                 ତୁମ ପାଇଁ ଅଛି ପ୍ରେମ ;
ସାଇତି ରଖିଛି ପ୍ରୀତି ହୃଦୟରେ .....
                 ନିଜେ ହୋଇ ବଦନାମ ।।

ଅଜଣା ବଂଧୁଟେ ସାଜି ତୁମ ମନେ .....
                ବାସ୍ନା ଖାଲି ଦେବି ଭରି ;
ତୁମରି ପ୍ରେମରେ ପ୍ରେମିକଟେ ସାଜି .....
                 ଖୁସିରେବି ଯିବି ମରି ।।

     ❤ସର୍ବେଶ୍ବର ସାହୁ❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳 

Comments

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର