ନମୋ ବରଦା ବାଗ୍ଦେବୀ

🌹🌹🌹🌹🌹🌹🌹🌹🌹🌹🌹🌹
ନମୋ ବରଦା ବାଗ୍ଦେବୀ
🌹🌹🌹🌹🌹🌹🌹🌹🌹🌹🌹
ନମୋ ବାଗ୍ଦେବୀ ବୀଣାପାଣି ମା ସରସ୍ବତୀ ଜ୍ଞାନ ପ୍ରଦାୟିନୀ 
ମାଘ ଶ୍ରୀପଞ୍ଚମୀ ତିଥିରେ ଶୁଭ୍ର ବସ୍ତ୍ରେ ବିରାଜ ମା ହଂସ ବାହିନୀ

ବୀଣାପାଣି ତୁମ କରୁଣାର ବଳେ ମଣିଷ ଗୁଣୀ ଜ୍ଞାନୀ ହୁଏ
ମୋ ଅଜ୍ଞାନ ଅନ୍ଧାରକୁ ଦୂର କର ମା ମୁଁ ଉତ୍ତମ ଶିକ୍ଷା ପାଏ 

ମୋ ଅଜ୍ଞାନ ଅନ୍ଧାରକୁ ଦେ ମା ଆଲୋକ ବିଦ୍ୟା ଓ ବୁଦ୍ଧିର 
ମାଗୁଛି ଆଶିଷ ମା ସର୍ବ ଦୁଃଖୀ ଜନ ମନୋବାଞ୍ଛା ପୂର୍ଣ୍ଣ କର 
🌹🌹🌹🌹🌹🌹🌹🌹🌹🌹🌹🌹🌹
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

Comments

Popular posts from this blog

ମୋ ଗାଆଁ ନଈ

ମୁନୁଷ୍ ଜୀଵନ୍ . . .

ସବିତାଦୁର୍ଗ ଦ୍ଵାରା ଆଲୋକ କବିତା ଆସର